ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୫ ରୁ ୧୮ ବର୍ଷ ବୟସ ପିଲାଙ୍କୁ କୋଭିଡ୍ ଟିକା ଦିଆଯାଉଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ପାରୁଲ୍ ପଟୁଆରୀ ଯୋଗ ଦେଇ ଟୀକାକେନ୍ଦ୍ରକୁ ଉଦଘାଟନ କରିଥିଲେ ।
#Jagatsinghpur #GeneralHospital #vaccination #children #Odisha #ArgusNews