୧୬ କୋଟି ଟଙ୍କାରେ ଅଟକି ଯାଇଛି କୁନି ପିଲା ରାଜବୀରର ଜୀବନ । କଟକ ବଡ଼ ସରକାରୀ ଡାକ୍ତରଖାନାରେ ହୋଇପାରିଲାନି ଚିକିତ୍ସା । ବିରଳ ରୋଗ ପାଇଁ ଦରକାର ୧୬ କୋଟି ଟଙ୍କା ମୂଲ୍ୟର ଇଞ୍ଜେକସନ । ସହାୟତା ପାଇଁ ରାଜବୀର ମାଆଙ୍କର ଆକୁଳ ନିବେଦନ ।
#Rajveer #Treatment #NeedHelp #CuttackHospital #Phulbani #ArgusNews