#ପ୍ରଧାନମନ୍ତ୍ରୀ_ଏବଂ_ରକ୍ଷାମନ୍ତ୍ରୀଙ୍କ_ଦ୍ବାରା_ଜାତୀୟ_ବିଜୟ_ସ୍ବାରକୀ_ସ୍ଥଳରେ_ଶ୍ରଦ୍ଧାଂଜଳି_ଜ୍ଞାପନ
#ଦିବସ_ଉପଲକ୍ଷେ_ଉନ୍ମୋଚିତ_ହେଲା_ସ୍ମାରକୀ_ଡାକ_ଟିକଟ୍
୧୯୭୧ ମସିହାର ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତ ବିଜୟର ସ୍ମାରକୀ ସ୍ବରୂପ ପ୍ରତିବର୍ଷ ପାଳିତ ହୋଇଥାଏ ବିଜୟ ଦିବସ। ଏହା ସହିତ ଏହି ଯୁଦ୍ଧରେ ଦେଶମାଟି ପାଇଁ ନିଜ ଜୀବନକୁ ବଳି ଦେଇଥିବା ଦେଶର ବୀର ଯବାନଙ୍କୁ ମଧ୍ୟ ସ୍ମରଣ କରାଯାଏ। ଚଳିତବର୍ଷ ଏହି ବିଜୟକୁ ପୁରିଛି ୫୦ ବର୍ଷ। ଏହି ଅବସରରେ ଦେଶସାରା ଖୁବ୍ ଉତ୍ସାହ ଉଦ୍ଦିପନାର ସହ ପାଳିତ ହେଉଛି ସ୍ବର୍ଣ୍ଣିମ ବିଜୟ ଦିବସ।
#Odisha #ArgusNews #SwarnimVijayVarsh #SwarnimVijayDiwas #indiasvictory #war #1971War #eternalflame