ଦୀର୍ଘ ୧୭ ବର୍ଷ ପରେ ବିଶ୍ବକପ ହାସଲ କଲା ଜର୍ମାନୀ । କ୍ରସ ଓଭର ଖେଳିବାର କଷ୍ଟ ଭିତରୁ ଆଗକୁ ବଢ଼ି ଏହି ୟୁରୋପୀୟ ଦେଶ ତୃତୀୟ ଥର ବିଶ୍ବ ମୁକୁଟ ହାତେଇ ନେଲା ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ଜର୍ମାନୀ ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମକୁ ହରାଇଛି ।
#Bhubaneswar #kalingastadium #HockeyWorldCup #FinalMatch #GermanyWins #Odisha #ArgusNews