#୧୯୩୭_ମସିହାର_କଥା
#ହତ୍ୟାକାରୀଙ୍କୁ_ଧରାଇ_ଦେଲା_ଟେବୁଲ୍
ପ୍ରମାଣ ଅଭାବରୁ ଖଲାସ ହେଲେ, କିନ୍ତୁ ଧରାଇ ଦେଲା ନିର୍ଜୀବ ଟେବୁଲ । ବ୍ରହ୍ମପୁରରେ ୮୫ ବର୍ଷ ବେଳର ଏକ ଲୋମହର୍ଷକ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଥିଲା ଏକ ଟେବୁଲ୍ । ଯାହା ଏବେ ଗଞ୍ଜାମ ଓକିଲ ସଂଘ ଲାଇବ୍ରେରୀରେ ସାଇତା ହୋଇ ରହିଛି ।
#Ganjam #MurderCase #1937century #britishtime #tebul #IWitness #court #Odisha #ArgusNews