ନିର୍ବାଚନ ପାଇଁ ସରଗରମ ରାଜନୀତି । ପ୍ରଚାର ସହ ଭୋଟରଙ୍କୁ ଆକୃଷ୍ଠ କରିବାକୁ ବିଭିନ୍ନ ଉପାୟ ଆପଣାଉଛନ୍ତି ରାଜନେତା । ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଏପରି ଏକ ଦୃଶ୍ୟ । ୨୦ ଦିନର ଶିଶୁକୁ ଧରି ପ୍ରଚାର କରୁଛନ୍ତି ସରପଞ୍ଚ ପାର୍ଥୀ ।
#ganjam #Berhampur #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews