୨୦୨୨ରେ ଶେଷ ହୋଇଯିବ କରୋନା ମହାମାରୀ । ଏନେଇ ସୂଚନା ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଧନମ । ସେ ଆଶା କରିଛନ୍ତି ଯେ, ୨୦୨୨ ରେ କୋଭିଡ ମହାମାରୀର ଅନ୍ତ ଘଟିପାରେ ।
#Odisha #ArgusNews #corona #COVID19 #coronavirus