#୨୧ରୁ_ମାଟ୍ରିକ_ପରୀକ୍ଷା_ମୂଲ୍ୟାୟନ
#ଦଶମ_ସହ_SOSC_ଓ_ମଧ୍ୟମାର_ହେବ_ମୂଲ୍ୟାୟନ
ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା। ରାଜ୍ୟର ମୋଟ ୫୮ ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ଦେଖା। ୧୦ ରୁ ୧୨ ଦିନ ପର୍ଯ୍ୟନ୍ତ ଖାତା ଦେଖା କାର୍ଯ୍ୟ ଜାରି ରହିବା ସହ ଖାତା ଦେଖା ପରେ ମାର୍କ ଅପଲୋଡ଼ କାର୍ଯ୍ୟକୁ ଅନଲାଇନରେ କରାଯିବ ବୋଲି ବୋର୍ଡ଼ କୁହାଯାଇଛି।
#Odisha #ArgusNews #10thExam #exams #evaluation #teachers