ଉପକୂଳ ଓଡ଼ିଶାର ଲୁଣା ମାଟିରେ ସଫଳ ହୋଇଛି କଦଳୀ ଚାଷ । କଦଳୀ ସହିତ ୩୩ ଏକର ଚାଷ ଜମିରେ ପିଜୁଳି ,ନଡ଼ିଆ ,ଆମ୍ବ ,ଫୁଲ ଓ ପନିପରିବା ଚାଷ ସଫଳତାର ସହିତ କରିଛନ୍ତି କ୍ରୁଷିପ୍ରେମୀ ଭୀମସେନ ପାତ୍ର । ଭୀମସେନ ନିଜର ଏହି କୃଷି ଫାର୍ମ ର ନାଁ ଭୀମ ଭୂମି ଦେବା ସହିତ ଉଦ୍ୟାନ କୃଷି ଜରିଆରେ ୨୫ ପରିବାରକୁ ଯୋଗାଇଦେଇଛନ୍ତି ଜୀବିକା
#GoodNews #Puri #Brahmagiri #agriculturefarming #sucessfarmer #ArgusNews