ଭାରତରେ ପ୍ରସ୍ତୁତ ହୋଇଥିବା ବିଶ୍ୱର ପ୍ରଥମ ଡିଏନ୍ଏ ଭିତ୍ତିକ କରୋନା ଟିକା ଜାଇକୋଭ-ଡିର ଆଉ ୧ କୋଟି ଡୋଜ୍ ପାଇଁ ଅର୍ଡର ଦେଇଛନ୍ତି ଭାରତ ସରକାର। ଏଥିପାଇଁ ସରକାର ଟିକା ପ୍ରସ୍ତୁତ କରିଥିବା କମ୍ପାନୀକୁ ଡୋଜ୍ ପିଛା ୨୬୫ ଟଙ୍କା ଦେବେ।
#CoronaVirus #Covidvaccine #ZydusCadilavaccine #zycovD #Odisha #ArgusNews