#୨୮ରୁ_ଖୋଲିବ_ପ୍ରଥମରୁ_ସପ୍ତମ_ଶ୍ରେଣୀ_ପିଲାଙ୍କ_ପାଇଁ_ସ୍କୁଲ
ସୋମବାରରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ । ଦୁଇବର୍ଷ ପରେ ସ୍କୁଲ ଯିବେ ଛାତ୍ରଛାତ୍ରୀ । ସରିଲା ଅଭିଭାବକ ଶିକ୍ଷକ ବୈଠକ, କୋଭିଡ ନେଇ ପିଲାଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ବ ।
#schoolopen #student #teachers #classroom #covidgaidline #odisha #ArgusNews