ବାଲେଶ୍ବର ଜିଲ୍ଲା ଜଳେଶ୍ବର ମାର୍କେଟରେ ଏସ୍ଟିଏଫ୍ ଚଢ଼ାଉ ବେଳେ ଅଭିଯୁକ୍ତମାନଙ୍କ ଠାରୁ ୨ କେଜି ୪୦୨ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଛି। ୩ ଜଣଙ୍କୁ ଗିରଫ କରିଛି ଏସ୍ଟିଏଫ୍। ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା।
#ArgusNews #Odisha #Balasore #jaleswar #brownsugar #Police #ADG #sanjeebpanda