୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୧୯ ତାରିଖରେ କରିବେ ମହାପ୍ରଭୁଙ୍କ ଦର୍ଶନ । ଅପରାହ୍ନ ୫ଟାରୁ ୫ଟା ୪୫ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦର୍ଶନ କରିବାର ସମୟ ରହିଛି।
#PresidentRamnathKobind #President #twodayvisit #visitpuri #jagannathdham #puri #Odisha #ArgusNews