#୨_ମାସ_ପରେ_ପୁଣି_ଚଳଚଞ୍ଚଳ_ବଜାରଘାଟ !
ରାଜ୍ୟରେ କୋହଳ ହେଲା କଟକଣା । କାଟେଗୋରୀ Aରେ ଥିବା ଲୋକଙ୍କୁ ମିଳିଛି ଆଶ୍ବସ୍ତି । ସେପଟେ B କାଟେଗୋରୀରେ ଥିବା ଖୋର୍ଦ୍ଧା ଜିଲ୍ଲାରେ କଟକଣା ସାମାନ୍ୟ କୋହଳ ହୋଇଛି । ଅନଲକ୍ ପ୍ରକ୍ରିୟାରେ ଆଜିଠୁ ଖୋଲିଛି ଉଠା ଦୋକାନୀ
#ArgusNews #Odisha #ArgusNewsTV #Bhubaneswar #Unlock #streetvendoor #Happy