ଭକ୍ତର ବିଶ୍ୱାସ ହିଁ ଭଗବାନ । ଆପଣମାନେ ଜାଣିଥିବେ ଶିବ ଭଗବାନଙ୍କର ପ୍ରିୟ ହେଉଛି ବେଲପତ୍ର । ପ୍ରତ୍ୟେକ ଦିନ ପୂଜା ହେଉ ଅବା ଜଳାଭିଷେକ,ପ୍ରତ୍ୟେକ କ୍ଷେତ୍ରରେ ମହାପ୍ରଭୁଙ୍କୁ ଲାଗି କରାଯାଏ ବେଲପତ୍ର । ତେବେ ଏହିଭଳି ଏକ ଏକ ସ୍ଥାନ ରହିଛି କଟକ ଜିଲ୍ଲା ବଡମ୍ବା ବ୍ଲକର କୁସାପାଳ ଗାଁ ରେ।ଆମେ ମାନେ ଜାଣିଛେ ପ୍ରତ୍ୟେକ ଶୈବ ପୀଠ ରେ ଶିବ ଠାକୁରମାନଙ୍କୁ ତ୍ରିଶାଖା ବା ତିନିଟି ପତ୍ର ଥିବା ବେଲପତ୍ର ଚଢ଼ାଯାଏ ।
#cuttack #badamba #shivatemple #Odisha #ArgusNews