ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳ ସାରା ଏସିଆ ମହାଦେଶରେ ସର୍ବବୃହତ ମକା ଉତ୍ପାଦନ ପାଇଁ ଜଣାଶୁଣା । ମକାଚାଷ ପାଇଁ ରାଜ୍ୟ ସରକାର ମଣ୍ଡିର ବ୍ୟବସ୍ଥା କରିଥିଲେ । ୩୦ ବର୍ଷ ପୂର୍ବରୁ ହୋଇଥିବା ମଣ୍ଡି ଚାଷୀଙ୍କ କାମରେ ଆସୁନି । ଦେଖିବା ଏହି ରିପୋର୍ଟ
#Koraput #Nabarangapur #Umarkote #Corn #Cornmandi #OdishaGovt #ArgusNews