୩ ଦଫା ଦାବି ନେଇ ଅଲ ଓଡିଶା ଅଙ୍ଗନୱାଡି ସୁପର ଭାଇଜର ଆସୋସିଏସନ ତରଫରୁ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୭ ତାରିଖ ସୁଦ୍ଧା ଏହି ସମସ୍ତ ଦାବି ରାଜ୍ୟ ସରକାର ପୁରଣ କରିବାକୁ ଆସୋସିଏସନ ପକ୍ଷରୁ ଅନୁରୋଧ କରାଯାଇଛି । ଯଦି ସେମାନଙ୍କ ଦାବି ପୁରଣ ନୁହଏ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଏହି ସାମ୍ବାଦିକ ସମିଳନୀରେ କୁହାଯାଇଛି ।
#AnganwadiSupervisors #Association #Bhubaneswar #pressconference #demands #Odisha #ArgusNews