ରାମବତୀଙ୍କ ଭାଗ୍ୟରେ ପୁର୍ଣ୍ଣିମା କେବେ । ବଞ୍ଚିବା ପାଇଁ ୩ ସନ୍ତାନ ସହ ରାମବତୀଙ୍କ ସଂଘର୍ଷ। ସ୍ୱାମୀଙ୍କ ମୃତ୍ୟୁ ପରେ ମାତ୍ର ୨୮ ବର୍ଷ ବୟସରେ ସେ ବିଧବା ହୋଇପଡିଛନ୍ତି। ସବୁ ପ୍ରକାର ସରକାରୀ ସାହାଯ୍ୟରୁ ବଞ୍ଚିତ ରାମବତୀ ଜୀଇଁବା ପାଇଁ କରୁଛନ୍ତି ସଂଘର୍ଷ।
#Malkangiri #Chitrakonda #helpless #Rambati #struggles #governmentassistance #ArgusNews