ଛତିଶଗଡ଼ କ୍ୟାଡରର ୩ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୩ ମାଓବାଦୀ । ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ DGP ଅଭୟ ଆହ୍ବାନ କରିଛନ୍ତି । ଆତ୍ମସମର୍ପଣକାରୀ ୩ ମାଓବାଦୀ ମହାନଦୀ ଏରିଆ କମିଟିର ସଦସ୍ୟ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ।
#ArgusNews #Odisha #Chhattisgarh #maoist #surrender #dgpabhay #PressMeet