୪ଦିନ ବନ୍ଦ ରହେବା ସମଲେଶ୍ବରୀ ମନ୍ଦିର । ନୂଆବର୍ଷରେ ଦର୍ଶନ ନାଇ ଦିଓନ୍ ମା ସମଲେଶ୍ବରୀ । ୩୦ ତାରିରରୁ ଜାନୁଆରୀ ୨ ପର୍ଯ୍ୟନ୍ତ ମାଆଙ୍କ ମନ୍ଦିର ବନ୍ଦ ରହେବା ବୋଲି ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟବୋର୍ଡ ।
#Odisha #ArgusNews #sambalpur #Omicron #TempleClose #SamaleswariTemple #MaaSamaleswariTemple