#୪ପରିବାରକୁ_ନିଯୁକ୍ତି_ଦେଇଛନ୍ତି_ନୂଆପଡାର_ପିଜୁଳିଚାଷୀ !
ପେଶାରେ ଓକିଲ ଥିବା ନୂଆପଡାର ଦିଲ୍ଲୀପ ଭୋଇ ପିଜୁଳି ଚାଷ ଜରିଆରେ ନିଜେ ସ୍ୱାବଲମ୍ବୀ ହେବା ସହିତ ୪ଟି ପରିବାରକୁ ଯୋଗାଇଦେଇଛନ୍ତି ଜୀବିକା
#ArgusNews #Odisha #NewsChannel #ArgusNewsTV #Guava_Farmer #Lawer #Nuapada #Good_News