#ଛାତ୍ରଛାତ୍ରୀଙ୍କ_ଷ୍ଟାଇପେଣ୍ଡ_ଟଙ୍କା_ଚଳୁ
ମୟୂରଭଞ୍ଜ ଏମକେସି ଉଚ୍ଚ ବିଦ୍ୟାଳୟରେ ୪ ବର୍ଷ ହେଲା କୃତୀ ଛାତ୍ରଛାତ୍ରୀଙ୍କୁ ମିଳୁନି ଷ୍ଟାଇପେଣ୍ଡ। ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିନି। କିଏ ଖାଇଲା ଷ୍ଟାଇପେଣ୍ଡ ଟଙ୍କା, ତାହା ଏବେ ବଡ ପ୍ରଶ୍ନ।
#ArgusNews #Odisha #Mayurbhanj #studentproblems