ନୀଳଗିରି ବ୍ଲକ ଧୋବଶିଳା ଗ୍ରାମର ଏକ କୁକୁଡ଼ା ଫାର୍ମରେ ଖାଦ୍ୟ ଅନ୍ୱେଷଣରେ ଗୋଟିଏ ୧୪ ଫୁଟିଆ ଅଜଗର ପ୍ରଵେଶ କରି ୪୦ ଟି କୁକୁଡ଼ା ଛୁଆ ଖାଇଦେଇଛି । ଖବର ପାଇ ସାପ ଧରାଳି ପହଁଚି ସାପଟିକୁ ଉଦ୍ଧାର କରିବା ପରେ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।
#ArgusNews #Odisha #Balasore #Nilagiri #snakerescue