୪୦ ବର୍ଷରେ ପାଦ ଥାପିଲା CSYD । ଆୟୋଜିତ ହୋଇଛି ଦୁଇ ଦିନିଆ ସମାରୋହ । ଅନାବରଣ ହୋଇଛି ସ୍ବତନ୍ତ୍ର ବୁଦ୍ଧମୂର୍ତ୍ତି ଓ ଡାକ ଲଫାପା । ଋିଷିକେଶରୁ ଯୋଗଦେଲେ ସ୍ବାମୀ ଶ୍ୟାମା ଚୈତନ୍ୟ ଓ ବହୁ ନିମନ୍ତ୍ରିତ ଅତିଥି। ବିକଶିତ ଓଡ଼ିଶା ଗଠନ ରହିଛି ସଂଗଠନର ଲକ୍ଷ୍ୟ । ୧୯୮୨ରୁ ଅଦ୍ୟାବଧି ସାମାଜିକ ପରିବର୍ତ୍ତନର ସୂତ୍ରଧର ସାଜିଛି ସିୱାଇଏସଡି ।
#CYSD #60years #CISD #Odisha #ArgusNews