#୪_ବର୍ଷ_ହେବ_ସରୁନି_ସେତୁ_ନିର୍ମାଣ_କାର୍ଯ୍ୟ !
ରାଜ୍ୟବ୍ୟାପୀ ବିକାଶର ଧାରା ବୋହୁଥିବା ସରକାର ଡିଣ୍ଡିମ ପିଟୁଛନ୍ତି। ଯାତାୟାତର ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ସେତୁ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା କହୁଛନ୍ତି ସରକାର। ମାତ୍ର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା
#ArgusNews #Odisha #ArgusNewsTV #Bridge #Malkanagiri