୫ବର୍ଷ ଆଗରୁ କୁଆଡେ ଥିଲ?, ଭୋଟ୍ ଆସିବାରୁ ଆସିଲ? ୧୦ ବର୍ଷହେଲା ଆମେ କିଛି ପାଇନୁ। ଚାନ୍ଦବାଲି ରୋଡକୁ ଚକ୍ ଚକ୍ କଲେ କଣ ହେବ ଆମକୁ ତ ଚକ୍ ଚକ୍ କରିପାରିଲନି। ଏହିପରି ଭାବେ ଭୋଟ୍ ମାରିବାକୁ ଯାଇ ଲୋକଙ୍କ ପ୍ରଶ୍ନବାଣରେ ଘାଇଲା ହେଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ।
#PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #chandbali #MLA #Odisha #ArgusNews