ରାଜ୍ୟର ସ୍କୁଲ ମାନଙ୍କରେ ଖାଲି ପଡିଛି ବିପୁଳ ସଂଖ୍ୟକ ଶିକ୍ଷକ ପଦବୀ । ବିଧାନସଭାରେ ସରକାର ଦେଇଥିବା ତଥ୍ୟ ଅନୁଯାୟୀ ୫୦,୦୦୦ରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି ।