ଦେବଗଡ ରିଜର୍ଭ ପୋଲିସ ଲାଇନ୍ ପ୍ୟାରେଡ ପଡିଆରେ ୫୯ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେବଗଡ ଏସ୍ପି ରାଜକିଶୋର ପାଇକରାୟ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ
#deogarh #homeguard #59thhomeguardfoundationday #celebrated #ArgusNews