୫ ଜଣ ନିଷ୍ପାପ ଶିଶୁଙ୍କ ଭାଗ୍ୟ ବଇରୀ ସାଜିଥିବା ବେଳେ ପ୍ରଥମେ ମାଆ ଆଉ କିଛି ଦିନ ପରେ ଅଜଣା ରୋଗରେ ବାପାର ମୃତ୍ୟୁ ହୋଇଛି । ସେମାନଙ୍କ ପାଇଁ ସରକାରୀ ଯୋଜନା ମଧ୍ୟ ଅଭିଶପ୍ତ ହୋଇଯାଇଛି । 5ଟି ପିଲା କିପରି ଭାଗ୍ୟକୁ ଆଦରି ପ଼ଡ଼ି ରହିଛନ୍ତି, ଆସନ୍ତୁ ଦେଖିବା ଏ ରିପୋର୍ଟ
#Angul #Chhendipada #helplesschild #orphan #OdishaGovt #ArgusNews