ପିଲାଙ୍କ ପାଇଁ ସଂଶୋଧିତ କୋରୋନା ଗାଇଡଲାଇନ ଜାରି । ୫ ବର୍ଷରୁ କମ ବୟସର ପିଲାଙ୍କୁ ବାରଣ, ୧୨ରୁ ଉର୍ଦ୍ଧ ବୟସ୍କ ପିଲା ପିନ୍ଧିପାରିବେ ମାସ୍କ । ୧୮ ବର୍ଷ ବୟସରୁ କମ ବୟସ୍କ ଙ୍କ କୋରୋନା ସଂକ୍ରମଣ କ୍ଷେତ୍ରରେ ଆଣ୍ଟିବାୟୋଟିକ ଉପରେ ରୋକ ।
#Mask #Recomended #children #covidguideline #Covid #ArgusNews