#୬୫_ବର୍ଷର_ପିଢ଼ା_ହୋଟେଲ
ରେଶମୀ ସହର ବ୍ରହ୍ମପୁର । ଏହାର ସି ଟି ହାଇସ୍କୁଲ ରୋଡ଼ରେ ରହିଛି ୬୫ ବର୍ଷର ପୁରୁଣା ଏକ ହୋଟେଲ । ଏହି ହୋଟେଲର ନାଁ ହେଉଛି ପିଢ଼ା ହୋଟେଲ । ସହର ବଦଳିଛି ,ବଦଳିଛି ସଡ଼କ ,କୋଠା ଆଉ ପରିପାଟୀ । କିନ୍ତୁ ଗ୍ରାହାକଙ୍କୁ ଅତୀତର ସେଇ ଅବିକଳ ସ୍ୱାଦ ଓ ଆତିଥେୟତା ଦେଉଥିବା ପିଢା ହୋଟେଲ କିଛି ବି ବଦଳିନାହିଁ ।
#GoodNews #brahmapur #65yearshotel #PidhaHotel #Odisha #ArgusNews