ବି. ନୂଆଗାଁ ପଞ୍ଚାୟତରେ ସ୍ଵଛ ଭାରତରେ ମିଶନରେ ଦୁର୍ନୀତି ଅଭିଯୋଗ। ବିଡ଼ିଓଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ। ଗ୍ରାମରେ ପ୍ରାୟ ୮୦ରୁ ଉର୍ଦ୍ଧ ଲୋକଙ୍କ ଶୌଚାଳୟ ବିଲ୍ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଣେ ଲୋକ ବି ଟଙ୍କା ପାଇନଥିବା ଅଭିଯୋଗ କରିଛନ୍ତି ।
#Berhampur #Chikiti #ToiletScam #corruption #Publicissue #ArgusNews