ସର୍ବଭାରତୀୟ ପେନସନ ଭୋଗୀ ଫେଡରେସନର ନିଷ୍ପତ୍ତି କ୍ରମେ ଓଡିଶା ସେବା କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ୱାନ ରେଙ୍କ ୱାନ ପେନସନର ଦାବି ନେଇ ଆଜି ଗଞାମ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଧାରଣା ବସିଛନ୍ତି ଗଞ୍ଜାମ ଜିଲ୍ଲା ଅଵସରପ୍ରାପ୍ତ କର୍ମଚାରୀ ସଙ୍ଘର କର୍ମକର୍ତ୍ତାମାନେ ।
#Ganjam #Employees #Union #Teachers #AllIndiaPensionersFederation #Odisha #ArgusNews