ଦେଶର ସର୍ବକନିଷ୍ଠ ଶହୀଦ ତଥା ସ୍ବାଧୀନତା ସଂଗ୍ରାମୀ ‘ ବାଜି ରାଉତ’’ଙ୍କର ବଳିଦାନ ଦିବସ ପାଳନ । ସାମାଜିକ ନ୍ୟାୟିକ ସଙ୍ଗଠନ ପକ୍ଷରୁ ଏହି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବାଜି ରାଉତଙ୍କ ସ୍ମୃତିଚାରଣ କରାଯାଇଥିଲା । ବାଜି ରାଉତଙ୍କ ବଳିଦାନକୁ ମନେ ପକାଯାଇଥିଲା ।
#BajiRout #BalidanDiwas #Odisha #ArgusNews