ମରାଳ ମାଳୀନି ନୀଳାମ୍ବୁ ଚିଲିକାରେ ବୁଲିବ 'ଗରୁଡ଼' । ଓଡିଶାରେ ପ୍ରଥମ ଥର ପାଇଁ ଚିଲିକାରେ ଆରମ୍ଭ ହୋଇଛି ଏହି ଅତ୍ୟାଧୁନିକ ପ୍ରଣାଳୀ ରେ ନିର୍ମିତ ହୋଇଥିବା ହାଉସ୍ ବୋଟ୍ , ଯାହାର ନାଁ ରହିଛି 'ଗରୁଡ଼' ।
#Khordha #Chilika #Garuda #HouseBoat #Odisha #ArgusNews