ଡିମ୍ପଲଙ୍କ ସ୍ଵାମୀ ନିଜ ଦାୟିତ୍ଵରୁ ମୁହଁ ମୋଡୁଛନ୍ତି । ସବୁ ସ୍ତ୍ରୀର ଅଧିକାର ସେ ତା ସ୍ଵାମୀ ପାଖରେ ରହୁ ହେଲେ ଏଠି କାହିଁକି ତାଙ୍କୁ ଏକାଠି ରହିବାକୁ ଦିଆ ଯାଉନି ? : ଅରମିକା ପରଡା, ପ୍ରବାସୀ ଭାରତୀୟ,ଆମେରିକା
#newbride #Berhampur #MarraigeIssue #Allegation #Strike #DimpleDash #berhampurbridecase #Odisha #ArgusNews