#ତୁମେ_ବିଜେପି_ଲୋକ_ତୁମେ_ତୁମ_ବିଜେପି_ନେତାଙ୍କୁ_କୁହ
ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା, ବରାହିପୁର ଗ୍ରାମପଞ୍ଚାୟତର ବନ୍ୟା ଅଞ୍ଚଳ ପରିଦର୍ଶନ କରିବାକୁ ଆସିଥିବା ସମୟରେ ବରାହିପୁର ଗ୍ରାମର ଜଣେ ବିଧବା ବୃଦ୍ଧା ଶାନ୍ତିଲତା ରାଉତଙ୍କୁ ଏଭଳି କିଛି ଉତ୍ତର ଦେଇଛନ୍ତି ମନ୍ତ୍ରୀ ।
#Mahanga #MLA #PratapJena #FloodAreas #ViralVideo #oldwoman #Odisha #ArgusNews