#ପ୍ରସବ_ପରେ_ଭୁଲ୍_ଷ୍ଟିଚ୍_କରିଦେଲେ_ଡାକ୍ତର
ଚିକିତ୍ସା କରି ମହିଳାଙ୍କ ଜୀବନକୁ ସଙ୍କଟରେ ପକାଇ ଛାଡିଦେଇଥିବା ଅଭିଯୋଗ । ପ୍ରସବ ପରେ ଭୁଲ ଷ୍ଟିଚ କରି ଘରକୁ ପଠାଇ ଦେଲେ ଡାକ୍ତର । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିରୁଦ୍ଧରେ ଆସିଲା ସଙ୍ଗୀନ ଅଭିଯୋଗ । ଡାକ୍ତରଙ୍କ ଖାମଖିଆଲି ମନୋବୃତ୍ତି ଯୋଗୁ ଏବେ ସଙ୍କଟରେ ରୋଗୀଙ୍କ ଜୀବନ ।
#Kendujhar #Hospital #Doctor #Treatment #Odisha