#ବିବାଦରେ_4_ମନ୍ତ୍ରୀ
#ଗିଳିଦେଲେ_64_କୋଟି_ଟଙ୍କାର_ପିଚୁ
#ତୁଷାର_ଓ_ବାବୁ_ନାୟକଙ୍କ_ପିଚୁ_ଗିଳା_ଅଭିଯାନ
56 କୋଟି ପିଚୁ ରାସ୍ତା କେଳାଙ୍କାରୀ ସତଖୋଲିବା ପରେ ବିଜେଡି ନେତାଙ୍କ ଗୁଣ୍ଡାଗିରି I କଣ୍ଟ୍ରାକ୍ଟରଙ୍କ ସୁରକ୍ଷା ପାଇଁ ଅଣ୍ଟାଭିଡିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ବ୍ଲକ ଚେୟାରମ୍ୟାନ୍ ବାବୁ ନାୟକଙ୍କ ସମର୍ଥକ....ଆଉ ସତ ଖୋଲୁଥିବା ଲୋକଙ୍କୁ କଲେ ଗାଳି ଗୁଲଜ I
#ArgusNews #Odisha #Kakatpur CMO Odisha Tusharkanti Behera