#ମୟୁରଭଞ୍ଜଙ୍କୁ_ମୋଦିଙ୍କ_ସମ୍ନାନ
ରାଜ୍ୟର ସବୁଠାରୁ ବଡ଼ ଆଦିବାସୀ ଜିଲ୍ଲା ମୟୁରଭଞ୍ଜ । ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ I ଆଦିବାସୀ ସାଂସଦ ବିଶେସ୍ବର ଟୁଡୁଙ୍କୁ ତାଙ୍କ ଟିମରେ ସାମିଲ କଲେ ମୋଦି I
#ArgusNews Narendra Modi #Mayurbhanj #BJP #cabinet #BisweswarTudu