ଲଗାଣ ବର୍ଷା ଫଳରେ ବାଲେଶ୍ୱର ସହରର ବିଭିନ୍ନ ଲୋକଙ୍କ ଘର ଓ ଦୋକାନରେ ପାଣି ପଶିଥିବାରୁ, ତେବେ ସରକାର ବହୁ ଯୋଜନା କରୁଛନ୍ତି ହେଲେ ବାଲେଶ୍ୱର ବାସୀଙ୍କ ପାଇଁ ଗୋଟେ ଡ଼ଙ୍ଗା ଯୋଜନା କରନ୍ତୁ ବୋଲି କ୍ଷୋଭର ସହ ଜଣେ ଦୋକାନୀ କହିଛନ୍ତି।
#ArgusNews #Odisha #Balasore #Waterlogging #Shopkeeper #boating #Heavyrainfall