+ ୨ ପରୀକ୍ଷା ହେବ ନା ନାହିଁ । ଯଦି ହେବ ଏହା ଅଫ ଲାଇନ ନା ଅନ ଲାଇନ ମୋଡ଼ରେ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏ ଯାଏ ମିଳିନି ସ୍ପଷ୍ଟୀକରଣ । ଅନିଶ୍ଚିତତାରେ ଛାତ୍ର ଛାତ୍ରୀ । ସେପଟେ ବିଭିନ୍ନ ଛାତ୍ର ଗୋଷ୍ଠି ପାଠ ପଢା ଛାଡି ପରୀକ୍ଷାକୁ ନେଇ ଭିନ୍ନ ମତ ଧରି ରାଜରାସ୍ତାରେ ଦେଲେଣି ଧାରଣା ।
#bhubneshwar #exam #online #student #protest #OdishaCM #Odisha #ArgusNews