#ଗୋପବନ୍ଧୁଙ୍କ_ଦାୟାଦଙ୍କ_ଆଖିରେ_ଲୁହ !
ନିଜ ଗାଁରେ ପଶି ନପାରି ପୁଲିସ ବାବୁଙ୍କ ଦ୍ବାରା ହଟହଟା ହୋଇ ନିଜ ଗାଁ ମୁଣ୍ଡରୁ ଫେରିଆସିଛନ୍ତି । ଗୋପବନ୍ଧୁଙ୍କ ଅଣ ନାତୁଣୀ ଓ ନାତୁଣୀବହୁ କହିଛନ୍ତି ଜଣେ ୯୦ ବର୍ଷୀୟ ବୟସ୍କା ମହିଳାଙ୍କୁ ୨ ଘଣ୍ଟା ଧରି ବାହାରେ ଛିଡା କରେଇ ଦିଆଗଲା । ଶୁଣନ୍ତୁ କଣ କହୁଛନ୍ତି ବୟସ୍କା ମହିଳା ଜଣଙ୍କୁ
#ArgusNews #Puri #Suando #GopandhuDas #Relative #misbehave #Odisha