#କ୍ଷେତରେ_ହସୁଛି_୧୦_ପ୍ରକାରର_ଫସଲ
ଏକା ସମୟରେ ଦେଖିବାକୁ ମିଳୁଛି ଅନେକ ପ୍ରକାର ଫସଲ । ପାରମ୍ପରିକ ପଦ୍ଧତି ସହିତ ଆଧୁନିକ ଯାନ୍ତ୍ରିକ କୃଷିରେ କରାଯାଇଛି ସମନ୍ବିତ କୃଷି ଅଭ୍ୟାସ । ସୂର୍ଯ୍ୟମୁଖୀ ,ଚିନାବାଦାମ ,ତରଭୁଜ ସାଙ୍ଗକୁ ଲାଗିଛି କାକୁଡି ,କଲରା ,କଦଳୀ ,କଖାରୁ ଆଉ ପୋଟଳ । ଲତା ଜାତୀୟ ଫସଲକୁ ନିଆରା ଢଙ୍ଗରେ କରି ବେଶ ଭଲ ଅମଳ କରିବାରେ ସକ୍ଷମ ହୋଇଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ୟସପୁର ପଂଚାୟତ ନୂଆପଡା ଗ୍ରାମର ବର୍ଷୀୟାନ ଚାଷୀ ବଳରାମ ରାଉତ ।
#ArgusNews #GoodNews #VegetableFarming #VegetableBusiness #Jajpur #Odisha