#ଆରମ୍ଭରୁ_ଝୁଣ୍ଟିଲା_ବନ_ବିଭାଗ
#14_ଘଣ୍ଟାର_ଉଦ୍ୟମ_ପରେ_ବି_ଲାଗି_ପାରିଲାନି_ରେଡ଼ିଓ_କଲାର
ହାତୀ ବେକରେ ରେଡ଼ିଓ କଲାର ଲଗାଇବା ବେଳେ ବଡ ଅଘଟଣ ।ହାତୀ ଆକ୍ରମଣ ରେ ଆହତ ହେଲେ ବନ କର୍ମଚାରୀ ଓ ବିଶେଷଜ୍ଞ । ବିଶେଷଜ୍ଞଙ୍କ ହାତ ଭାଙ୍ଗିଯାଇଥିବା ବେଳେ ଜଣେ ଫରେଷ୍ଟର ଗୁରୁତର ଅବସ୍ଥାରେ ଏମସରେ ଭର୍ତି ହୋଇଛନ୍ତି । ଏବେ ଅନିର୍ଦ୍ଦିଷ୍ଟ ସମୟ ଯାଏ ରେଡ଼ିଓ କଲାର କାର୍ଯ୍ୟକ୍ରମକୁ ବନ୍ଦ କରିଦିଆ ଯାଇଛି ।
#radiocollar #elephant #Odisha #Ramu #ArgusNews #ATTACK