#17_ରୁ_18_ରେ_ଓଡ଼ିଶାରେ_ପୁଣି_ବର୍ଷା !
ଓଡ଼ିଶାରେ କେତେକ ସ୍ଥାନରେ ତୁହାକୁ ତୁହା ବର୍ଷା ହେବ। ଖାସକରି ଛତିଶଗଡ଼ କୁ ଲାଗି ରହିଥିବା ଉତ୍ତର ଏବଂ ପଶ୍ଚିମ ଓଡିଶା ର କିଛି ଜିଲ୍ଲାରେ ବର୍ଷା ଆସନ୍ତାକାଲି ମଧ୍ୟ ଜାରି ରହିବ। କିନ୍ତୁ ଏହା ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ହେବ
#IMD #DG #MrutyunjayaMahapatra #Weather #Lowpressure #Rain #Chhatishgarh #Odisha #ArgusNews