#୫ଟି_ଶ୍ରେଣୀର_ପ୍ରାୟ_୨୨୦ଜଣ_ଛାତ୍ରଛାତ୍ରୀଙ୍କ_ପାଇଁ_୨ଟି_ଗୃହ
୨ଟି ଶ୍ରେଣୀ ଗୃହରେ ଚାଲିଛି ପାଠପଢା । ୫ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହ ମିସି ପାଠ ପଢୁଛନ୍ତି ୨ଟି ଅଙ୍ଗନବାଡୀ କେନ୍ଦ୍ରର ଛାତ୍ରଛାତ୍ରୀ । ପର୍ଯ୍ୟାପ୍ତ ଶ୍ରେଣୀ ଗୃହ ନଥିବାରୁ ବାରଣ୍ଡାରେ ଗଢା ହେଉଛି କୋମଳ ମତି ଶିଶୁଙ୍କ ଜୀବନ । ଦେଖନ୍ତୁ କେନ୍ଦ୍ରାପଡାରୁ ଏହି ବିଶେଷ ରିପୋର୍ଟ ।
#Kendrapada #auli #schools #students #Odisha #ArgusNews