#କଟକରେ_ନକଲି_BP_ଔଷଧ_ବିକ୍ରି_ଅଭିଯୋଗରେ_2ଷ୍ଟକିଷ୍ଟ_ନାଁରେ_ଏତଲା
ପୁରୀଘାଟ ଥାନାରେ ଏତଲା ଦେଲା ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ । ମାଣିକଘୋଷ ବଜାରର ଭିଆର ଡ୍ରଗ୍ସ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜେସ୍ ନାଁରେ ଏତଲା । ସମ୍ପୃକ୍ତ 2ଟି ଷ୍ଟକିଷ୍ଟକୁ କଳା ତାଲିକାଭୁକ୍ତ କରିଛି ବିଭାଗ ।
#fakeBPmedicine #Cuttack #VRDrugsAgency #Odisha #ArgusNews