#20ରୁ_ପୁଣି_କମ୍ପିବ_ପିପିଲି_ଜମିବ_ନେତାଙ୍କ_ଗହଳି !
20 ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଲୋକଙ୍କ ପାଖକୁ ଯିବା ପାଇଁ ତିନି ଦଳ ପ୍ରସ୍ତୁତ କରୁଛନ୍ତି ରଣନୀତି । ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଦଳୀୟ ପାର୍ଥୀଙ୍କ ଲାଗି ଭୋଟ ମାଗିବେ
#Puri #Pipili #byelection #BJD #Congress #BJP #pipilielection #Odisha #ArgusNews