#ଛୋଟରୁ_ବଡ_ହୋଇଗଲି
#ହେଲେ_ବଦଳିଲାନି_ଗାଁର_ଚିତ୍ର
ସେତେବେଳେ ଯେଉଁ ସମସ୍ୟାକୁ ଏବେ ସେହି ସମସ୍ୟା । 20 ବର୍ଷ ବିତିଗଲା ଗୁରୁପାଲିକୁ ବାଟ ହୁଡିଛି ବିକାଶ। ଗାଁର ସମସ୍ୟା ବଖାଣି ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ କାଢିଛନ୍ତି ଯୁବକ ଜଣଙ୍କ । କାହିଁକି ନା ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଗୁରୁପାଲି ଗାଁ ଆଜି ଯାଏଁ ଦେଖିନି ବିକାଶ ।
#ArgusNews #ArgusNewsTV #Odisha #Balangir #No_Development